Wednesday, March 11, 2026
22.7 C
Odisha

    ଆଉ ୪ ଦିନ ପରେ ପୁଣି ବଢିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଉ ୪ ଦିନ ପରେ ପୁଣି ଶୀତ ବଢିବ । ସ୍ବଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ୧୭ ତାରିଖରୁ ରାଜ୍ୟରେ ପୁଣି ଶୀତ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ କିଛି ଜିଲାରେ ଘନ କୁହୁଡି ନେଇ ମଧ୍ୟ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    69 %
    2.1kmh
    0 %
    Tue
    23 °
    Wed
    37 °
    Thu
    37 °
    Fri
    39 °
    Sat
    40 °

    ସମ୍ବନ୍ଧିତ