Friday, October 9, 2026
22 C
Odisha

    ନଦୀରେ ଭାସି ଯାଇ ନାବାଳକ ନିଖୋଜ

    ଆଗକୁ ପଢନ୍ତୁ

    ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗୋଧୋଉଥିବା ବେଳେ ନଦୀରେ ଭାସି ଯାଇ ନାବାଳକ ନିଖୋଜ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଗୋବର୍ଧନପୁର ଗାଁର ଚିତ୍ରମ ନାଥଙ୍କ ୧୫ ବର୍ଷର ପୁଅ ସୁନିଲ ନାଥ ଆଜି ସକାଳେ ସୁବର୍ଣ୍ଣରେଖା ନଦୀକୁ ଗୋଧୋଇବାକୁ ଆସିଥିବା ବେଳେ ପ୍ରଖର ପାଣି ସ୍ରୋତରେ ଭାସି ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ନଦୀ ଘାଟକୁ ଆସି ଖୋଜାଖୋଜି କରିଥିଲେ ମଧ୍ଯ ସୁନିଲର କୌଣସି ସନ୍ଧାନ ପାଇ ନଥିଲେ । ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ