Saturday, July 5, 2025
24.2 C
Odisha

    ଆଉ ୮ ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

    ଆଗକୁ ପଢନ୍ତୁ

    ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଜି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ …..

    କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
    ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ
    ସାଲେପୁର- ଅରିନ୍ଦମ ରାୟ
    ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
    ଚମ୍ପୁଆ- ମୁରଲୀ ଶର୍ମା
    ତେଲକୋଇ- ଫକୀର ମୋହନ ନାଏକ
    ବସ୍ତା- ରବୀନ୍ଦ୍ର ଅନ୍ଦିଆ
    ହିନ୍ଦୋଳ- ସୀମାରାଣୀ ନାଏକ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    3.3kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    25 °
    Wed
    25 °

    ସମ୍ବନ୍ଧିତ