Monday, April 13, 2026
36.6 C
Odisha

    ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ନବ ଦିନାତ୍ମକ ପୂଜା

    ଆଗକୁ ପଢନ୍ତୁ

    ବଲାଙ୍ଗିର: ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ନବ ଦିନାତ୍ମକ ପୂଜା । ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହୋଇଛି ମାଆଙ୍କ ଆରଧାନା । ରୀତିନୀତି ପରମ୍ପରା ଅନୁସାରେ ଚାଲିଛି ମଆଙ୍କ ପୂଜାର୍ଚ୍ଚନା । ଆଜି ମାଆ ସମଲେଶ୍ୱରୀ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

    ମାଆଙ୍କୁ ଏହି ବେଶରେ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିଛି । ବଲାଙ୍ଗିର ମନ୍ତ୍ର ଯନ୍ତ୍ର ଓ ତନ୍ତ୍ରର ମାଟି ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ୱତନ୍ତ୍ରତା ରହିଛି । ତେବେ କଣ ସବୁ ପରମ୍ପରା ରହିଛି ସେନେଇ ସମଲେଶ୍ୱରୀ ମନ୍ଦିରରୁ ଆସିଛି ଅନେକ ତଥ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ