Tuesday, December 9, 2025
16.1 C
Odisha

    ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ । ୨୨ ତାରିଖ ପର୍ଯ୍ୟନ୍ତ ଉଦ୍ୟାନ ଖୋଲାରହିବ । ଅପରାହ୍ନ ୨ଟା୩୦ରୁ ସଂଧ୍ୟା ୫ଟା ଯାଏଁ ଉଦ୍ୟାନ ପିରଦର୍ଶନ ସମୟ ଧାଯ୍ୟ କରାଯାଇଛି। ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ରହିଛି। ସେହିପରି ସ୍କୁଲପିଲାଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ୮ଟା ୩୦ରୁ ୧୦ ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

    ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ୟୁନଫର୍ମ ଓ ପରିଚୟ କାର୍ଡ ପିନ୍ଧି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କର୍ମଚାରୀଙ୍କ ତତ୍ତ୍ବାବଧାନରେ ଆସିବେ। ଏଥିପାଇଁ ଏଡିସି କିମ୍ବା ଚିଫ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ପାଇଁ ଅନୁରୋଧ ପତ୍ର ପଠାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.1 ° C
    16.1 °
    16.1 °
    38 %
    1.6kmh
    88 %
    Mon
    16 °
    Tue
    26 °
    Wed
    26 °
    Thu
    26 °
    Fri
    27 °

    ସମ୍ବନ୍ଧିତ