Monday, March 9, 2026
31.7 C
Odisha

    ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

    ଆଗକୁ ପଢନ୍ତୁ

    ବରଗଡ଼ : ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଚାଲିବ ମହାରାଜ କଂସଙ୍କ ରାଜୁତି । ୧୧ଦିନ ଧରି ବିଶ୍ବର ସର୍ବବବୃହତ ମୁକ୍ତାକାଶ ମଞ୍ଚରେ ଚାଲିବ ଧନୁଯାତ୍ରା । କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମଥୁରା ନଗରୀ  ।  ବରଗଡ ସହର ମଥୁରା ନଗରୀ ପାଲଟିବା ବେଳେ ଅମ୍ବାପଲି ହେବ ଗୋପପୁର । ଜୀରାନଦୀ ହେବ ଯମୁନା । ଶ୍ରୀକୃଷ୍ଣଙ୍କ ଲୀଳାଖେଳାରେ ବିମୋହିତ ହେବେ ବରଗଡ଼ବାସୀ । ୨୨ ଟି ଖୋଲା ରଙ୍ଗମଞ୍ଚ ମଞ୍ଚରେ ଅଭିନୟ କରିବେ କଳାକାର । ଆଜି ଅପରାହ୍ନ ୨ଟାରୁ କଳାକାରମାନେ ରଙ୍ଗମଞ୍ଚରେ ଅଭିନୟ କରିବେ । ସନ୍ଧ୍ୟା ୭ଟାରୁ ଆନୁଷ୍ଠାନିକ ଭାବେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଆଜି ଉଦଘାଟନୀ ଦିବସରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ବିନୀ କୁମାର ପ୍ରୁମଖ ସାମିଲ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ