Tuesday, March 17, 2026
22.9 C
Odisha

    ଆଜିଠୁ ରାଜ୍ୟବ୍ୟାପୀ ସେବିକାଙ୍କ କାର୍ଯ୍ୟବନ୍ଦ

    ଆଗକୁ ପଢନ୍ତୁ

    ରାଜ୍ୟର ୧୫ ହଜାର ୧୨୨ଜଣ ସେବିକା ତଥା ନର୍ସିଂ ଅଫିସର୍‌ ବୁଧବାରଠାରୁ କାର୍ଯ୍ୟ ବନ୍ଦ କରିବେ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ଡକରାକୁ ସମର୍ଥନ ଜଣାଇ ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ସେବିକାମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ବୁଧବାର ପୂର୍ବାହ୍ନରୁ ଧାରଣା ଦିଆଯିବା ସହ କାର୍ଯ୍ୟବନ୍ଦ କରି ଦିଆଯିବ। କେବଳ ଜରୁରୀକାଳୀନ ସେବା ଯେପରିକି କାଜୁଆଲିଟି, ପ୍ରସବଗୃହ, ଆଇସିୟୁ ଏବଂ ଜରୁରୀକାଳୀନ ଓ.ଟିରେ ସେବିକାମାନେ ଯୋଗ ଦେବେ। ଏହାବ୍ୟତୀତ ମେଡିକାଲର ଅନ୍ୟ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ