Friday, July 4, 2025
23.5 C
Odisha

    ଆସନ୍ତାକାଲି ଅଧା ଦିନ ଛୁଟି ରହିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

    ଆଗକୁ ପଢନ୍ତୁ

    ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଏଥିପାଇଁ ଭୁବନେଶ୍ୱରରେ ଅଧା ଦିନ ଛୁଟି ଘୋଷଣା କରାଯାଇଛି। ଏ ନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ୧୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେଉଥିବାରୁ ଅପରାହ୍ନ ଗୋଟାଏ ପରଠାରୁ ଭୁବନେଶ୍ୱରର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ନ୍ୟାୟିକ ଅଦାଲତ ବନ୍ଦ ରହିବ। ବିଏମ୍‌‌ସି ଅଞ୍ଚଳ ପାଇଁ ଏହି ଛୁଟି ଆଦେଶ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    94 %
    1.8kmh
    100 %
    Fri
    26 °
    Sat
    28 °
    Sun
    27 °
    Mon
    24 °
    Tue
    25 °

    ସମ୍ବନ୍ଧିତ