Tuesday, May 26, 2026
35.2 C
Odisha

    ଆସନ୍ତାକାଲି ଅଧା ଦିନ ଛୁଟି ରହିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

    ଆଗକୁ ପଢନ୍ତୁ

    ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଏଥିପାଇଁ ଭୁବନେଶ୍ୱରରେ ଅଧା ଦିନ ଛୁଟି ଘୋଷଣା କରାଯାଇଛି। ଏ ନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ୧୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେଉଥିବାରୁ ଅପରାହ୍ନ ଗୋଟାଏ ପରଠାରୁ ଭୁବନେଶ୍ୱରର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ନ୍ୟାୟିକ ଅଦାଲତ ବନ୍ଦ ରହିବ। ବିଏମ୍‌‌ସି ଅଞ୍ଚଳ ପାଇଁ ଏହି ଛୁଟି ଆଦେଶ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    29 %
    1.1kmh
    8 %
    Tue
    44 °
    Wed
    45 °
    Thu
    46 °
    Fri
    44 °
    Sat
    43 °

    ସମ୍ବନ୍ଧିତ