Saturday, May 30, 2026
26.6 C
Odisha

    ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ପହଞ୍ଚିଲେ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲୋକପ୍ରିୟ, କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସନ୍ଧ୍ୟାରେ ନବୀନ ଆସି ଉତ୍ତମଙ୍କ ବାସଭବନରେ ପହଁଞ୍ଚିଥିଲେ। ସେଠାରେ ବାବୁଶାନ ତାଙ୍କୁ ପାଛୋଟି ନେଇଥିଲେ। ଏହାପରେ ନବୀନ ସିଧାସଳଖ ଯାଇ ଉତ୍ତମଙ୍କ ଫଟୋରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଏକ ସୋଫାରେ ବସି ନବୀନ ବହୁଶାନଙ୍କ ସହିତ କିଛି କଥା ହୋଇଥିଲେ। ବାବୁଶାନ ଏଠାରେ ନବୀନଙ୍କୁ ଉତ୍ତମଙ୍କ ସ୍ମୃତିରେ ପ୍ରସ୍ତୁତ କରାଯାଇଥିବା ‘ଉତ୍ତମ ସର୍ବୋତ୍ତମ’ ପୁସ୍ତକ ଉପହାର ଦେଇଥିଲେ।

    ସୂଚନାଯୋଗ୍ୟ, ଉତ୍ତମ ମହାନ୍ତି ଏକଦା ବିଜେଡିର ଜଣେ ସକ୍ରିୟ ସଦସ୍ୟ ଥିଲେ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.6 ° C
    26.6 °
    26.6 °
    80 %
    3.3kmh
    100 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ