Saturday, February 8, 2025
30 C
Odisha

    ଓଡ଼ିଆ ଫିଲ୍ମ ପ୍ରଯୋଜକ ରାହାସ ବିହାରୀଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ବଡ ଦୁଃଖଦ ଖବର । ଫିଲ୍ମ ପ୍ରଯୋଜକ ରାହାସ ବିହାରୀ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିବା ଜଣାପଡିଛି ।

    ଖବର ମୁତାବକ, ରାହାସ ବିହାରୀ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । କଟକ ସାମନ୍ତସାହି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ସେ କେବଳ ଚଳଚ୍ଚିତ୍ର ନୁହେଁ, ବରଂ ସିରିଏଲରେ ମଧ୍ୟ ପ୍ରଯୋଜକ ଭାବରେ କାମ କରିଥିଲେ । ରାହାସଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଦୁନିଆରେ ଦୁଃଖର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    17 %
    2.8kmh
    2 %
    Sat
    32 °
    Sun
    33 °
    Mon
    34 °
    Tue
    36 °
    Wed
    37 °

    ସମ୍ବନ୍ଧିତ