Saturday, August 22, 2026
25.1 C
Odisha

    ଓଡ଼ିଆ ଫିଲ୍ମ ପ୍ରଯୋଜକ ରାହାସ ବିହାରୀଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ବଡ ଦୁଃଖଦ ଖବର । ଫିଲ୍ମ ପ୍ରଯୋଜକ ରାହାସ ବିହାରୀ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିବା ଜଣାପଡିଛି ।

    ଖବର ମୁତାବକ, ରାହାସ ବିହାରୀ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । କଟକ ସାମନ୍ତସାହି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ସେ କେବଳ ଚଳଚ୍ଚିତ୍ର ନୁହେଁ, ବରଂ ସିରିଏଲରେ ମଧ୍ୟ ପ୍ରଯୋଜକ ଭାବରେ କାମ କରିଥିଲେ । ରାହାସଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଦୁନିଆରେ ଦୁଃଖର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    93 %
    1.4kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ