Tuesday, May 26, 2026
40.9 C
Odisha

    ଓଡିଶା ଆସିବେ ମୋଦୀ ଓ ଶାହ

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ପିଏମ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଡିଜିପି କନଫରେନ୍ସରେ ଯୋଗ ଦେବେ । ନଭେମ୍ବର ୨୯ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ଡିଜିପି ସମ୍ମିଳନୀ । ଏନେଇ ସରକାରୀ ଭାବେ ସୂଚନା ଦିଆଯିବ ବୋଲି ଓଡ଼ିଶା ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.9 ° C
    40.9 °
    40.9 °
    16 %
    3.8kmh
    43 %
    Tue
    36 °
    Wed
    45 °
    Thu
    46 °
    Fri
    45 °
    Sat
    42 °

    ସମ୍ବନ୍ଧିତ