Tuesday, October 6, 2026
22.3 C
Odisha

    ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି

    ଆଗକୁ ପଢନ୍ତୁ

    କଟକ : ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଆଜି ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କଲେ। ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ ପଙ୍କଜ ଲୋଚନ ମହାନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଖାଲି ପଡିଥିଲା ପଦବୀ । ସେପଟେ ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲା OCA । ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ରଖିଛି । ପ୍ରତି ଫ୍ଲଡ ଲାଇଟ ପାଖରେ ୨ଟି ଲେଖାଏଁ ଜେନେରେଟର ରହିବ ବୋଲି କହିଛନ୍ତି OCA ସଭାପତି ପଙ୍କଜ ଲୋଚନ ମହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ