Thursday, May 28, 2026
29.1 C
Odisha

    କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ

    ଆଗକୁ ପଢନ୍ତୁ

    କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି ଚିତ୍ତରଞ୍ଜନ। ୧୯୯୦ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଏହାପରେ ୨୦୧୫ରେ କଂଗ୍ରେସରେ ସାମିଲ୍ ହୋଇଥିଲେ ଚିତ୍ତରଞ୍ଜନ। ଆଜି ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ସେ ଦଳ ଛାଡିବା ସହ ସ୍ୱାଧୀନ ପାର୍ଥୀ ଭାବେ ବାଲେଶ୍ଵର ଲୋକସଭା ଆସନରୁ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    49 %
    2.4kmh
    1 %
    Thu
    29 °
    Fri
    45 °
    Sat
    42 °
    Sun
    40 °
    Mon
    40 °

    ସମ୍ବନ୍ଧିତ