Wednesday, October 15, 2025
27.1 C
Odisha

    କଟକ ସିଡିଏରେ ଜଳିଗଲା ୨ ମହଲା ବିଲ୍ଡିଂ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    କଟକ : ବିଳମ୍ବିତ ରାତିରେ ସିଡିଏ ସେକ୍ଟର ୭ରେ ନିଆଁ ଲାଗି ଘର ଜଳିଯାଇଥିବା ସୂଚନା । ଦ୍ୱିମହଲା କୋଠାରେ ନିଆଁ ଲାଗି ଯୁବକ, ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ଘରର ସମସ୍ତ ଆସବାବପତ୍ର ସହ କାର ଓ ୨ଟି ବାଇକ ଜଳିଗଲା । ନିଆଁରେ ପୋଡ଼ିହୋଇ ୨ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ବିଲ୍ଡରେ ଥିବା ଅନ୍ୟ ଲୋକମାନେ କିନ୍ତୁ ବର୍ତ୍ତି ଯାଇଛନ୍ତି । ତେବେ ବିଲ୍ଡିଂରେ କିପରି ନିଆଁ ଲାଗିଲା; ତାହା ସ୍ପଷ୍ଟ ହୋଇପାରି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    67 %
    1.3kmh
    7 %
    Wed
    29 °
    Thu
    30 °
    Fri
    29 °
    Sat
    29 °
    Sun
    29 °

    ସମ୍ବନ୍ଧିତ