Wednesday, September 30, 2026
24.7 C
Odisha

    କିମ୍ସ ହସ୍ପିଟାଲ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳ, ରୋଗୀ ସମ୍ପୂର୍ଣ ସୁସ୍ଥ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର କିମ୍ସ ହସ୍ପିଟାଲ ହେମାଟୋଲୋଜି ବିଭାଗ ପକ୍ଷରୁ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ । ବୋନ ମ୍ୟାରୋ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୟାଗଡ଼ର ଯାମିନୀ କୃଷ୍ଣ ପଟ୍ଟନାୟକ । ତାଙ୍କର ବୟସ ୬୫ ବର୍ଷ । ଦୀର୍ଘଦିନ ହେବ ସେ ଏକ ରୋଗରେ ଆକ୍ରାନ୍ତ ହୋଇ ଚାଲି ପାରୁନଥିଲେ । ସେଥିପାଇଁ କିମ୍ସରେ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଳାଣ୍ଟ ପରେ, ସେ ଏବେ ସମ୍ପୂର୍ଣ ସୁସ୍ଥ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ