Wednesday, April 15, 2026
40 C
Odisha

    କୋରାପୁଟ ମା’ ଭୈରବୀ ଯାତ୍ରାରେ ଯୁବକଙ୍କୁ ନିର୍ମମ ହତ୍ୟା

    ଆଗକୁ ପଢନ୍ତୁ

    କୋରାପୁଟ  : କୋରାପୁଟ- ସୁନାବେଡା ୨୬ ନଂ ଜାତୀୟ ରାଜପଥର ଦୁରୁଗୁଡା ନିକଟରେ ଥିବା ମା’ ଭୈରବୀ ଠାକୁରାଣୀ ଯାତ୍ରାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଦୁରୁଗୁଡା ଗ୍ରାମର ରାଜୁ ମୁଦୁଲି (୩୫) ନାମକ ଯୁବକକୁ ହତ୍ୟା କରାଯାଉ ନିକଟସ୍ଥ ରେଳ ଧାରଣା ପକାଯାଇଥିବା ଜଣାଯାଇଛି। ଏହି ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ମୃତ ଯୁବକ ଜଣେ ଟିପର ଡ୍ରାଇଭର ଥିବାବେଳେ ତାର ବର୍ତ୍ତମାନ ସ୍ତ୍ରୀ ଓ ୫ବର୍ଷର ଝିଅ ରହିଛନ୍ତି।

    ସୂଚନା ଥାଉକି ଯେ, ସୋମବାର ରାତ୍ରରେ ଦୁରୁଗୁଡା ଗ୍ରାମର ରାଜୁ ମା’ ଭୈରବୀ ଯାତ୍ରା ଦେଖିବାକୁ ଆସିଥିବାବେଳେ କିଛି ଯୁବକମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଥିବା ପାରମ୍ଭିକ ସୂଚନାରୁ ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40 ° C
    40 °
    40 °
    15 %
    0.3kmh
    0 %
    Wed
    42 °
    Thu
    43 °
    Fri
    44 °
    Sat
    44 °
    Sun
    45 °

    ସମ୍ବନ୍ଧିତ