Friday, July 4, 2025
23.5 C
Odisha

    ଖାଲକୁ ଖସିଲା ବସ, ୫ ମୃତ

    ଆଗକୁ ପଢନ୍ତୁ

    ଗୁଜରାଟ : ଭାରସାମ୍ୟ ହରାଇ ଖାଲକୁ ଖସିପଡ଼ିଲା ବସ। ଗୁଜୁରାଟର ଦାଙ୍ଗ ଜିଲ୍ଲା ସପୁତରା ନିକଟରେ ଭାରସାମ୍ୟ ହରାଇ ବସଟି ଖାଲକୁ ଖସିପଡ଼ିଥିଲା। ବସରେ ଥିବା ୪୮ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ମୃତ୍ୟୁ ହୋଇଛି ଏବଂ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    94 %
    1.8kmh
    100 %
    Fri
    26 °
    Sat
    28 °
    Sun
    27 °
    Mon
    24 °
    Tue
    25 °

    ସମ୍ବନ୍ଧିତ