Tuesday, September 15, 2026
24.1 C
Odisha

    ଗତ ୨୦ଦିନ ମଧ୍ୟରେ ରାମ ମନ୍ଦିରକୁ ଶ୍ରଦ୍ଧାଳୁ କରିଥିବା ଦାନକୁ ଗଣାଯାଇ ପାରୁ ନାହିଁ!

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ମହାକୁମ୍ଭ ଯୋଗୁଁ ପ୍ରୟାଗରାଜରୁ ଆରମ୍ଭ କରି ବାରାଣସୀ, ଅଯୋଧ୍ୟା ପର୍ଯ୍ୟନ୍ତ ସବୁଠି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି। ପ୍ରତିଦିନ ଭକ୍ତ ରାମ ମନ୍ଦିର ପାଇଁ ଦାନ କରି ଚାଲିଛନ୍ତି। ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅନେକ ଭକ୍ତ ଏପରି ବି ଅଛନ୍ତି ଯେଉଁମାନେ ପ୍ରବଳ ଭିଡ଼ ହେତୁ ଦାନ ବାକ୍ସ ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି । ଯେଥିପାଇଁ ସେମାନେ ଭକ୍ତି ଭାବରେ ମନ୍ଦିର ପରିସରରେ ଦାନ କରି ଚାଲି ଯାଉଛନ୍ତି।

    ଯେବେଠାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି, ସେବେଠାରୁ ଭକ୍ତମାନଙ୍କଠାରୁ ନିରନ୍ତର ଦାନ ଗ୍ରହଣ କରାଯାଉଛି। ଲୋକଙ୍କ ବିଶ୍ୱାସ ଏତେ ଗଭୀର ଯେ ସେମାନେ ନିଜ କ୍ଷମତା ଅନୁସାରେ ଦାନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    87 %
    0.9kmh
    13 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ