Friday, September 19, 2025
23.6 C
Odisha

    ଟେଷ୍ଟ ସିରିଜ ହାରିଲା ଟିମ ଇଣ୍ଡିଆ: ଇତିହାସ ସୃଷ୍ଟି କଲା ନ୍ୟୁଜିଲାଣ୍ଡ

    ଆଗକୁ ପଢନ୍ତୁ

    ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ବେଙ୍ଗଲୁରୁ ପରେ ପୁଣେ ଟେଷ୍ଟ ହାତଛଡ଼ା କରି ସିରିଜ ହାତଛଡ଼ା କରିଛି ରୋହିତ ସେନା । ୧୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ ପରାସ୍ତ ହୋଇଛି । ଉଭୟ ମ୍ୟାଚରେ ଭାରତ ପରାସ୍ତ ହେବା ପରେ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ଦଳ ସଂଘର୍ଷ କରିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଭାରତ ହାତରୁ ସିରିଜ ଛଡ଼ାଇ ନେବା ପରେ ନ୍ୟୁଜିଲାଣ୍ଡ ଏକ ଇତିହାସ ସୃଷ୍ଟି କରିଛି । ଭାରତୀୟ ମାଟିରେ ପ୍ରଥମ ଟେଷ୍ଟ ସିରିଜ ବିଜୟ ହାସଲ କରିଛି କିୱି ସେନା । ଦ୍ୱିତୀୟ ଟେଷ୍ଟକୁ ୧୧୩ ରନରେ ବିଜୟୀ ହୋଇ ସିରିଜ ଉପରେ ମଧ୍ୟ ଦଳ କବଜା କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    91 %
    0.9kmh
    24 %
    Fri
    31 °
    Sat
    32 °
    Sun
    31 °
    Mon
    30 °
    Tue
    31 °

    ସମ୍ବନ୍ଧିତ