Monday, September 21, 2026
28.3 C
Odisha

    ଟ୍ରାକ୍ଟର ଧକ୍କାରେ ୨ ଛାତ୍ରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ପୁରୀ: ବଳଙ୍ଗା ଥାନା ଅର୍ନ୍ତଗତ ଅରେଇସାହି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ୟୁସନରୁ ଫେରୁଥିବା ସମୟରେ ଏକ ବାଇକକୁ ଧକ୍କା ଦେଇଥିଲା ଟ୍ରାକ୍ଟର। ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ। ମୃତ ଛାତ୍ର ଦୁଇଜଣ ହେଉଛନ୍ତି ଗଡଚାନ୍ଦପୁର ଗ୍ରାମର କ୍ରୀଷ୍ଣା ପରିଡ଼ା ଓ ଆଦିତ୍ୟ ପରିଡ଼ା । ମୃତକଙ୍କ ବୟସ ୧୨ ଓ ୮ ବର୍ଷ । ଉଭୟ ଛାତ୍ର ସମ୍ପର୍କୀୟଙ୍କ ସହ ବାଇକରେ ଆସୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    77 %
    1.9kmh
    90 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ