Tuesday, March 17, 2026
25.4 C
Odisha

    ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ଏହି ଦେଶର ଏୟାରସ୍ପେସ ସେବା ବନ୍ଦ କରିବାକୁ କଲେ ଘୋଷଣା

    ଆଗକୁ ପଢନ୍ତୁ

    ଆମେରିକା : କାରିବିଆନ ଉପକୂଳରେ ଯୁଦ୍ଧର କଳାବାଦଲ। ଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ । ଭେନେଜୁଆଲା ଉପରେ ଓ ଏହାର ଚାରିପାଖରେ ଥିବା ଆକାଶ ପଥ ସଂପୂର୍ଣ୍ଣ ଭାବେ ବନ୍ଦ ବୋଲି ଧରିନିଅନ୍ତୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

    ସମସ୍ତ ବିମାନ କମ୍ପାନୀ, ପାଇଲଟ, ନିଶା କାରବାରୀ ଓ ମାନବ ଚାଲାଣକାରୀଙ୍କୁ ଏଥିପ୍ରତି ଧ୍ୟାନ ଦେଇଥିବାକୁ କହିଛନ୍ତି । ସେପ୍ଟେମ୍ବର ୨ରେ ଆମେରିକୀୟ ସେନା ସନ୍ଦିଗ୍ଧ ଚୋରା ଚାଲାଣକାରୀ ଜାହାଜକୁ ବୁଡ଼ାଇବା ସହ ଜାହାଜରେ ୨୭ ଜଣ ଡ୍ରଗ୍ସ ଚାଲାଣକାରୀଙ୍କୁ ହତ୍ୟା କରିବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି । ଭେନେଜୁଏଲାର ନିକୋଲାସ ମାଦୁରୋ ସରକାର ଏହାର ତୀବ୍ର ନିନ୍ଦା କରିବା ସହ ଏହା ଜାତିସଂଘ ନିୟମ ବିରୋଧୀ ବୋଲି କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    41 %
    2kmh
    100 %
    Mon
    24 °
    Tue
    36 °
    Wed
    36 °
    Thu
    35 °
    Fri
    34 °

    ସମ୍ବନ୍ଧିତ