Thursday, December 25, 2025
26.1 C
Odisha

    ତତ୍କାଳ ସେବା ଦେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ମାନେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଦୁଃଖ, ହାନିଲାଭ ଓ ଅଭିଯୋଗ ଶୁଣୁଛନ୍ତି। ମୁଖ୍ୟମନ୍ତ୍ରୀ ତତ୍କାଳ ସେବା ଦେବା ଯୋଗୁଁ ଆସିଥିବା ଲୋକେ ଖୁବ ଖୁସି ହୋଇ ଫେରିଥିବା ଜଣାପଡ଼ିଛି I

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.1 ° C
    26.1 °
    26.1 °
    25 %
    1.3kmh
    24 %
    Thu
    27 °
    Fri
    27 °
    Sat
    28 °
    Sun
    28 °
    Mon
    29 °

    ସମ୍ବନ୍ଧିତ