Sunday, April 12, 2026
39 C
Odisha

    ଦହି ଖୁଆଇ ସୀତାରମଣଙ୍କୁ ବଜେଟ୍‌ ଉପସ୍ଥାପନ ପାଇଁ ଅନୁମତି ଦେଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ବଜେଟ୍‌ ୨୦୨୫-୨୬। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳେ ଧଳା ରଂଗର ଏକ ଶାଢ଼ି ପିନ୍ଧି ବଜେଟ୍‌ ପାଇଁ ପ୍ରସ୍ତୁତ ଥିବାର ନଜର ଆସିଛନ୍ତି। ସେ ତାଙ୍କର ଅଷ୍ଟମ ବଜେଟ୍ ଭାଷଣ ପୂର୍ବରୁ ହାତରେ ନାଲି ଟାବଲେଟ୍ ସହିତ ମନ୍ତ୍ରଣାଳୟ ବାହାରେ ଫଟୋ ପୋଜ୍‌ ଦେଇଛନ୍ତି।

    ବଜେଟ୍‌ ଉସ୍ଥାପନ ପୂର୍ବରୁ ନିର୍ମଳା ସୀତାରମଣ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି  ସୀତାରମଣଙ୍କୁ ଦହି ଖୁଆଇ ବଜେଟ୍‌ ଉପସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

    ଏଥର ବଜେଟ୍‌ ଉପରେ ସାରା ଦେଶର ନଜର ରହିଛି। ମୋଦୀ ସରକାରଙ୍କ ଏହା ହେଉଛି ତୃତୀୟ ପାଳିର ପ୍ରଥମ ବଜେଟ । ଆଉ ମାତ୍ର କିଛି ସମୟ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟରେ କାହାକୁ କ’ଣ ମିଳିବ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ’ଣ ବିଶେଷ ରହିବ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ