ଖବରରାଜ୍ୟ ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ, କ୍ୱାରେଣ୍ଟାଇନରେ ରଖାଯିବ ପ୍ରାୟ ଏକ ମାସ By Hemant December 6, 2025 7 0 ଆଗକୁ ପଢନ୍ତୁ ଭଲି ଖେଳୁଥିବା ବେଳେ ନାବାଳକକୁ ହାଣିଲା ନାବାଳକ ସିବିଏସଇ ଟପରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଉଭୟ ଛାତ୍ରୀ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଆଜିଠୁ ଡିଜିଟାଲ୍ ଜନଗଣନା ବିଟ ଜୁସରେ ରହିଛି ଲାଭକାରୀ ଗୁଣ, ଜାଣନ୍ତୁ କେଉଁ ସମୟରେ ପିଇଲେ ମିଳିବ ଫାଇଦା Hemant ଭୁବନେଶ୍ୱର : ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ହୋଇଛି । ଏହି ବିନିମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ୫ଟି ପାଣି ଓଧ, ୨ଟି ଭାରତୀୟ ଧୂସର ଗଧିଆ, ୧୦ ଟି ପଥର କଇଁଛ ଏବଂ ୨ଟି ରୂପେଲି କୁକ୍କୁଟ ଆସିଛି । ସବୁ ଜୀବଜନ୍ତୁଙ୍କୁ ପ୍ରାୟ ଏକ ମାସ କ୍ୱରେଣ୍ଟାଇନରେ ରଖାଯିବ। ପରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ। ପୂର୍ବରୁ ୨୦୦୦ ମସିହାରେ ପାଣି ଓଧ ବଂଶ ନନ୍ଦନକାନନରୁ ଲୋପ ପାଇଯାଇଥିଲ । ବର୍ତମାନ ନନ୍ଦନକାନନରେ ୧୭୭ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ନୂଆ ୧୯ ଜୀବଜନ୍ତଙ୍କୁ ପ୍ରତିବଦଳରେ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନକୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ନନ୍ଦନକାନନରୁ ପଠାଯିବ । Continue Reading ଖବରରାଜ୍ୟ TagsNandankanan new gueststate Share FacebookTwitterPinterestWhatsApp Previous articleସାରା ରାଜ୍ୟରେ ଶୀତ ଲହରୀ, ୨ ଡିଗ୍ରି ସେଲସିୟସ ତାପମାତ୍ରାରେ ଥରିଲା ମୟୂରଭଞ୍ଜNext articleବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ ଅନ୍ୟାନ୍ୟ ଖବର ସିବିଏସଇ ଟପରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଉଭୟ ଛାତ୍ରୀ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଭଲି ଖେଳୁଥିବା ବେଳେ ନାବାଳକକୁ ହାଣିଲା ନାବାଳକ ଆଜିଠୁ ଡିଜିଟାଲ୍ ଜନଗଣନା ଦିନରେ ଜାଳିବ ରାତିରେ ଢାଳିବ ଆଜି ଭିତର ଭଣ୍ଡାର ଗଣତିର ଦ୍ଵିତୀୟ ଦିବସ, ୧୮ ତାରିଖ ପର୍ଯ୍ୟନ୍ତ ଧରି ଚାଲିବ ଗଣତି କାର୍ଯ୍ୟ ପାଣିପାଗ Odisha few clouds enter location 29.3 ° C 29.3 ° 29.3 ° 53 % 2.6kmh 13 % Thu 30 ° Fri 42 ° Sat 43 ° Sun 44 ° Mon 43 ° ସମ୍ବନ୍ଧିତ ସିବିଏସଇ ଟପରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଉଭୟ ଛାତ୍ରୀ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଭଲି ଖେଳୁଥିବା ବେଳେ ନାବାଳକକୁ ହାଣିଲା ନାବାଳକ ଆଜିଠୁ ଡିଜିଟାଲ୍ ଜନଗଣନା ଦିନରେ ଜାଳିବ ରାତିରେ ଢାଳିବ