Thursday, March 19, 2026
20.8 C
Odisha

    ନନ୍ଦନକାନନରେ ନୂଆ ଅତିଥି, ସିଂହୀ ରେୱା ଜନ୍ମକଲା ୩ ଶାବକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ହୋଲି ପୂର୍ବରୁ ନନ୍ଦନକାନନରେ ଖେଳିଯାଇଛି ଖୁସି ର ଲହରୀ। ନନ୍ଦନକାନନରେ ରବିବାର ୩ଟି ଅଣ୍ଡିରା ସିଂହ ଛୁଆ ଜନ୍ମ ହୋଇଛନ୍ତି। ସିଂହୀ ରେୱା ଠାରୁ ସକାଳ ୮ଟା ସୁଦ୍ଧା ୨ଟି ଓ ଅପରାହ୍ଣ ୩ଟାରେ ଗୋଟିଏ ଛୁଆ ଜନ୍ମ ହୋଇଛନ୍ତି। ଏଥି ସହିତ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି। ତେବେ ମାଆ ରୱା ଛୁଆଙ୍କୁ ନ ଆଦରିବାରୁ ତାଙ୍କୁ ବେବି ରିଅରିଙ୍ଗ ସେଣ୍ଟର୍‌ରେ ରଖାଯାଇଛି। ସୂଚନା ଥାଉକି ରେୱା ଓ ଜିତ୍‌ର ମିଳନ ହୋଇଥିଲା। ଫଳରେ ରେୱା ଗର୍ଭ ଧାରଣ କରିଥିଲା। ତେବେ ଆହୁରି ଛୁଆ ଜନ୍ମ କରିବାର ସମ୍ଭାବନା ଥିବା ନେଇ ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    69 %
    1.5kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ