Wednesday, January 21, 2026
14.4 C
Odisha

    ନାରୀ ମାନଙ୍କର ଏହି ଅଙ୍ଗରେ ଜାଇ ରହିବା କାମୁକତାର ପ୍ରତୀକ

    ଆଗକୁ ପଢନ୍ତୁ

    ଜାଇ ତ ସମସ୍ତଙ୍କର ଥାଏ କିନ୍ତୁ ନାରୀଙ୍କ ଶରୀରରେ ଜାଇ ରହିବାର ଅନେକ ମହତ୍ୱ ରହିଛି,ଏବଂ ପ୍ରତ୍ୟେକ ଅଙ୍ଗର ଜାଇର ରହିଛି ଅଲଗା ମହତ୍ୱ। ଆଜି ଆମେ ଜାଣିବା କେଉଁ ସ୍ଥାନରେ ଜାଇ ରହିବା ଦ୍ୱାରା ନାରୀମାନେ କାମୁକ ହୋଇଥାଆନ୍ତି।

    ଜାଇର ଆକାର ଓ ଆକୃତି –
    -ବଡ଼ ଜାଇ ଜୀବନରେ ବିଶେଷ ଲାଭ ଓ ମହତ୍ବର ସଂକେତ ଅଟେ
    – ଲମ୍ବା ଜାଇ ସାମାନ୍ୟ ପରିଣାମର ପ୍ରତୀକ ଅଟେ
    – ଶରୀରରେ ଯଦି ୧୨ରୁ ଅଧିକ ଜାଇ ରହିଥାଏ ତେବେ ଏହା ଶୁଭ ସଂକେତ ନୁହେଁ

    ଯେଉଁ ମହିଳାଙ୍କ ଡାହାଣ ଗୋଡ଼ରେ ଜାଇ ରହିଥାଏ ସେ ଖୁବ ଗପୁଡି ହୋଇ ଥାଆନ୍ତି, ଏବଂ ନିଜ ଗପରେ ସମସ୍ତଙ୍କ ଆକର୍ଷିତ କରିବାକୁ ଇଛା ରଖିଥାଆନ୍ତି ଏବଂ ତାହା ମଧ୍ୟ ସେ ଖୁବ ସହଜରେ କରି ନିଅନ୍ତି।

    ଯେଉଁ ନାରୀମାନଙ୍କର ବାମ ଗୋଡ଼ରେ ଜାଇ ରହିଥାଏ ସେମାନେ ନିଜ ସ୍ୱାମୀଙ୍କ ପ୍ରତି ସମର୍ପିତ ଅଟନ୍ତି ଏବଂ ପ୍ରତ୍ୟେକ ପରିସ୍ଥିତିରେ ତାଙ୍କ ସହିତ ଠିଆ ହୋଇଥାଆନ୍ତି ଏବଂ ନିଜ ସ୍ୱାମୀଙ୍କ ପାଇଁ ସବୁ ଅସୁବିଧାକୁ ସମୁଖୀନ ମଧ୍ୟ କରନ୍ତି।

    ଯେଉଁ ମହିଳାଙ୍କର ବାମ ପାର୍ଶ୍ଵର ଜଙ୍ଘରେ ଜାଇ ରହିଥାଏ ତାକୁ ଜୀବନରେ ସମସ୍ତ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ସେ ନିଜକୁ ଖୁସି ରଖିବା ସହିତ ନିଜ ପରିବାରକୁ ମଧ୍ୟ ଖୁସି ରଖିଥାଏ।

    ଡାହାଣ ଜଙ୍ଘରେ ଜାଇ ଥିବା ନାରୀ ନିଜ ସ୍ୱାମୀ ପ୍ରତି ଖୁବ ପ୍ରେମ ରଖିଥାଏ ଏବଂ ଯଦି ବାମ ପାର୍ଶ୍ୱରେ ପାଦରେ ଜାଇ ଥାଏ ତେବେ ବିଦେଶ ଯାତ୍ରାର ସଂକେତ ମିଳିଥାଏ।

    ତାହା ବାମ ଜଙ୍ଘ ହେଉକି ଡାହାଣ ଜଙ୍ଘ ହେଉ ଯଦି ଜଙ୍ଘରେ ଜାଇ ଥାଏ ତେବେ ଏହି ନାରୀମାନେ ଖୁବ କାମୁକତା ସ୍ୱଭାବର ହୋଇ ଥାଆନ୍ତି ଏବଂ ଏହି ନାରୀମାନେ ବ୍ୟକ୍ତିଗତ ଆକର୍ଷଣର ପ୍ରତୀକ ଅଟନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.4 ° C
    14.4 °
    14.4 °
    60 %
    1.1kmh
    0 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ