Thursday, April 16, 2026
29.3 C
Odisha

    ନାଲକୋରେ ୨୩ତମ ପ୍ରତିଷ୍ଠା ଦିବସ ପାଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ଭୁବନେଶ୍ବରରେ ୨୩ତମ ନାଲକୋ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ‘‘Leadership: The Art of Transforming ’’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂ, ଟାଟା ଷ୍ଟିଲ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି.ଭି ନରେନ୍ଦ୍ରନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନେତୃତ୍ବରେ ବୈଷୟିକ ଜ୍ଞାନ କୌଶଳର ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା। ନାଲକୋର ବିକାଶ ଯାତ୍ରାରେ ସାମିଲ ହେଇଥିବା ସମସ୍ତ କର୍ମଚାରୀ ଓ ଅଂଶୀଦାରମାନଙ୍କୁ କୃତଜ୍ଞତା ଜଣାଇଥିଲେ ନାଲକୋ ସିଇଓ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.3 ° C
    29.3 °
    29.3 °
    53 %
    2.6kmh
    13 %
    Thu
    30 °
    Fri
    42 °
    Sat
    43 °
    Sun
    44 °
    Mon
    43 °

    ସମ୍ବନ୍ଧିତ