Wednesday, September 17, 2025
30.8 C
Odisha

    ପୁଣି ଦିଲ୍ଲୀ ସ୍କୁଲକୁ ବୋମା ଧମକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀର ଏନସିଆର ସ୍କୁଲକୁ ପୁଣି ଥରେ ମିଳିଛି ବୋମା ଧମକ । ମୟୁର ବିହାର-୧ରେ ସ୍ଥିତ ଏହଲକୋନ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପକ୍ଷରୁ ପାଣ୍ଡବନଗର ଏସଏଚଓଙ୍କୁ ସୂଚନା ଦେଇଛନ୍ତି, ସ୍କୁଲର ପ୍ରିନ୍ସିପାଲ ସ୍କୁଲରେ ବୋମା ଥିବା ନେଇ ଇ-ମେଲ୍‌ ପାଇଥିଲେ । ସକାଳ ୬ଟା ୪୦ରେ ଏହି ଖବର ମିଳିବା ପରେ ପୁଲିସ ଓ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଧମକପୂର୍ଣ୍ଣ ମେଲ୍‌ ପାଇବା ପରେ ଅଧିକାରୀ ପୁଲିସ ଓ ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ପଠାଇଛନ୍ତି । ସ୍କୁଲରେ ସମସ୍ତ ଯାଞ୍ଚ କରାଯାଇଛି । ମାତ୍ର ସ୍କୁଲରୁ କିଛି ଜବତ ହୋଇ ନାହିଁ । ଏହାପର୍ବୂରୁ ଗତ ୫ ଫେବୃଆରୀରେ ଗୌତ୍ତମବୁଦ୍ଧ ନଗର ଜିଲ୍ଲାରେ ନୋଏଡାର ୪ଟି ସ୍କୁଲକୁ ବୋମା ଧମକ ମିଳିସାରିଛି । ଖବର ପାଇବା ପରେ ସ୍କୁଲରେ ସମସ୍ତ ପ୍ରକାର ଯାଞ୍ଚ କରାଯାଇଥିଲା ମାତ୍ର କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.8 ° C
    30.8 °
    30.8 °
    64 %
    0.6kmh
    97 %
    Wed
    31 °
    Thu
    31 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ