Sunday, October 11, 2026
24.3 C
Odisha

    ବାରବାଟୀରେ ଆଜିଠୁ ଟି-୨୦ କ୍ରିକେଟ ମହାସମର, ଭୁବନେଶ୍ବରରେ ପୂର୍ବତନ କ୍ରିକେଟର ସୁରେଶ ରୈନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବାରବାଟୀରେ ଆଜିଠୁ ଟି-୨୦ କ୍ରିକେଟ ମହାସମର। ଚଉକା, ଛକାରେ ବର୍ଷିବ ବାରବାଟୀ ଷ୍ଟାଡିୟମ । ଏଥିପାଇଁ ଭୁବନେଶ୍ବରରେ ପହଁଚିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରୈନା । ଓଡ଼ିଶା ଟି-୨୦ ଲିଗ୍ CM ଟ୍ରଫିର ଅଫିସିଆଲ୍ ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ସୁରେଶ ରୈନା ।

    ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ଆଜି ବାରବାଟୀ ଷ୍ଟାଡିୟମରେ ହେବ ବିଗ୍ ଫାଇଟ୍ । କଟକ ପାନ୍ଥର୍ସକୁ ଭେଟିବ ସମ୍ବଲପୁର ୱାରିୟର୍ସ। ଏଥିରେ ସହ-ଆମ୍ବାସଡର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି ଅଛନ୍ତି । ଏଥିରେ ୬ଟି ଫ୍ରାଞ୍ଚାଇଜ୍ ଅଛନ୍ତି । ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ , କେନ୍ଦୁଝର ମାଇନର୍ସ, ରାଉରକେଲା ସୁପରଷ୍ଟାର୍ସ, ସମ୍ବଲପୁର ୱାରିୟର୍ସ, କଟକ ପାନ୍ଥର୍ସ ମଧ୍ୟରେ ଏଢ଼େଇ ହେବ । ଏଥିପାଇଁ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ