Monday, April 13, 2026
36.6 C
Odisha

    ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଲେ ଦୁଇ ଆଇଆଇଟି ଛାତ୍ରୀ

    ଆଗକୁ ପଢନ୍ତୁ

    ଝାରସୁଗୁଡା : ଝାରସୁଗୁଡାରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ସ୍ୱାଗତ କରିଥିଲେ । ଏହାପରେ ବିଭିନ୍ନ ବର୍ଗରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ପଶାପାଲି ଓ ତାରକସିର ନିର୍ମିତ ସ୍ମୃତି ଚିହ୍ନ ଭେଟି ଦେଇଛନ୍ତି । ଆଇଆଇଟି ଛାତ୍ରୀ ବର୍ଷା ମୁଣ୍ଡା ଓ କମଳା କୁଜୁର ମୋଦୀ ଏହି ଉପହାର ଦେଇଥିଲେ । ଏହି ଅବସରେ ମୋଦୀ ସେମାନଙ୍କ ସହ କଥା ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ