Saturday, March 7, 2026
35.2 C
Odisha

    ଫେକ୍ ସାର୍ଟିଫିକେଟ ଦେଇ ସିଆରପି ଚାକିରି

    ଆଗକୁ ପଢନ୍ତୁ

    -କନ୍ଧମାଳ: ଫେକ୍ ସାର୍ଟିଫିକେଟ ଦେଇ ସିଆରପି ଚାକିରି କରିଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ପ୍ରମାଣ ମିଳିଛି। କନ୍ଧମାଳ ରାଇକିଆ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ରାଇକିଆ ପେଟାମାହା ଗାଁର ପଦ୍ମିନୀ ନାୟକ ରାଇକିଆ ବ୍ଲକର ଓଏଲଏମ୍ ଓ ବିପିଏମ୍ ଜୟଦେବ ପ୍ରଧାନଙ୍କ ଅଧିନରେ ସିଆରପି ଭାବେ ପ୍ରାୟ ୩ ବର୍ଷ ହେବ ଚାକିରି କରୁଛନ୍ତି। କିନ୍ତୁ ପଦ୍ମିନୀ ଦଶମ ଶ୍ରେଣୀ ପାସ୍ ହୋଇନଥିବା ବେଳେ ତାଙ୍କୁ ସିଆରପି ଚାକିରି କିଭଳି ମିଳିଲା ବୋଲି ପ୍ରଶ୍ନ ଉଠିଛି। ପଦ୍ମିନୀ ଜି.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସିର୍କି ହାଇସ୍କୁଲରେ ପାଠ ପଢିଥିବା ନେଇ ସାର୍ଟିଫିକେଟରେ ଦର୍ଶାଇଥିଲେ। ଉକ୍ତ ସାର୍ଟିଫିକେଟ୍ ଫେକ୍ ହୋଇଥିବା ଜଣାପଡ଼ିଛି । ଘଟଣାରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ