Thursday, April 16, 2026
29.1 C
Odisha

    ଫ୍ୟାଟି ଲିଭର ବିପଦକୁ ଦୂର କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ପତ୍ର

    ଆଗକୁ ପଢନ୍ତୁ

    ଆପଣ ଏହି ରୋଗରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ଲାଇଫଷ୍ଟାଇଲ ଏବଂ ଖାଦ୍ୟ-ପେୟକୁ ସୁସ୍ଥ ରଖିବା ଆବଶ୍ୟକ। ତେଜ ପତ୍ରରେ ରହିଥିବା ତତ୍ୱ ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ କରିପାରେ। ଫ୍ୟାଟି ଲିଭରର ସମସ୍ୟାରୁ ଆରମ ପାଇଁ ଏହି ପତ୍ରକୁ ବ୍ୟବହାର କରନ୍ତୁ।

    ତେଜପତ୍ର ଆପଣଙ୍କ ଲିଭର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କୁ ତେଜପତ୍ର, ରଶୁଣ, ଗୋଲମରିଚ, ଲବଙ୍ଗ ଏବଂ ହଳଦୀ ଗୁଣ୍ଡ ପାକାଇ ଏକ କାଢା କରିବାକୁ ପଡିବ, ଅର୍ଥାତ ଏହି ସବୁ ଜିନିଷକୁ ପାଣିରେ ଫୁଟାନ୍ତୁ। ଏହି କାଢାକୁ ପିଇବା ଦ୍ୱାରା ଫ୍ୟାଟି ଲିଭର ସହ ଅନେକ ରୋଗ ଦୂର ହୋଇଯାଇଥାଏ।

    ଯଦି ଆପଣ ଦୈନନ୍ଦିନ ତେଜପତ୍ର ଦ୍ୱାରା ପ୍ରସ୍ତୁତ ହୋଇଥିବା କାଢାକୁ ସେବନ କରନ୍ତି ତେବେ ଆପଣଙ୍କୁ ଫ୍ୟାଟି ଲିଭର ଭଳି ରୋଗ ଛୁଇଁପାରିବନି। ଫ୍ୟାଟି ଲିଭର ବ୍ୟତୀତ ତେଜପତ୍ର ଆର୍ଥରାଇଟିସ, କ୍ୟାନ୍ସର ଏବଂ ହାର୍ଟ ସହ ଜଡିତ ରୋଗ ପାଇଁ ମଧ୍ୟ ଲାଭଦାୟକ। ଏହିପରି ଅନେକ ରୋଗ ପାଇଁ ତେଜପତ୍ର ରାମବାଣ ପରି କାମ କରିଥାଏ। ତେଜପତ୍ରରେ କପ୍ରର, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ସେଲେନିୟମ ଏବଂ ଆଇରନ ଭଳି ପୃଷ୍ଟିକର ତତ୍ତ୍ୱ ମିଳିଥାଏ। ଏହା ସମଗ୍ର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଔଷଧୀୟ ଗୁଣରେ ଭରପୁର ତେଜପତ୍ରକୁ ପୂର୍ବକାଳରେ ବହୁପରିମାଣରେ ବ୍ୟବହାର କରାଯାଉଥିଲା। ଆପଣ ବି ଏହାକୁ ନିଜ ଡାଏଟ ପ୍ଲାନରେ ସାମିଲ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    34 %
    1.1kmh
    0 %
    Thu
    43 °
    Fri
    43 °
    Sat
    44 °
    Sun
    44 °
    Mon
    44 °

    ସମ୍ବନ୍ଧିତ