Tuesday, April 21, 2026
42 C
Odisha

    ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ

    ଆଗକୁ ପଢନ୍ତୁ

    ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଅପରାହ୍ନରେ ଇଡି ଟିମ୍ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ସେଠାରେ ଉଭୟ ଇଡି ଏବଂ କେଜ୍ରିୱାଲଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯୁକ୍ତି ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କ ଇଡି ରିମାଣ୍ଡକୁ ଆହୁରି ୪ ଦିନ ବଢ଼ାଇ ଦେଇଛନ୍ତି। ଅର୍ଥାତ ଏପ୍ରିଲ ୧ଯାଏ ବଢ଼ିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ। ଇଡି ତାଙ୍କୁ କୋର୍ଟରେ ହାଜର କରି ୭ଦିନ ରିମାଣ୍ଡରେ ନେବାକୁ କହିଥିଲେ। ହେଲେ କୋର୍ଟ ୭ଦିନ ବଦଳରେ ୪ ଦିନ ସମୟ ଇଡିକୁ ଦେଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42 ° C
    42 °
    42 °
    11 %
    4kmh
    8 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ