Saturday, October 24, 2026
20.7 C
Odisha

    ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ

    ଆଗକୁ ପଢନ୍ତୁ

    ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଅପରାହ୍ନରେ ଇଡି ଟିମ୍ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ସେଠାରେ ଉଭୟ ଇଡି ଏବଂ କେଜ୍ରିୱାଲଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯୁକ୍ତି ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କ ଇଡି ରିମାଣ୍ଡକୁ ଆହୁରି ୪ ଦିନ ବଢ଼ାଇ ଦେଇଛନ୍ତି। ଅର୍ଥାତ ଏପ୍ରିଲ ୧ଯାଏ ବଢ଼ିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ। ଇଡି ତାଙ୍କୁ କୋର୍ଟରେ ହାଜର କରି ୭ଦିନ ରିମାଣ୍ଡରେ ନେବାକୁ କହିଥିଲେ। ହେଲେ କୋର୍ଟ ୭ଦିନ ବଦଳରେ ୪ ଦିନ ସମୟ ଇଡିକୁ ଦେଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.7 ° C
    20.7 °
    20.7 °
    66 %
    1.8kmh
    17 %
    Sat
    20 °
    Sun
    28 °
    Mon
    28 °
    Tue
    30 °
    Wed
    28 °

    ସମ୍ବନ୍ଧିତ