Saturday, May 2, 2026
25.9 C
Odisha

    ଭାରତ ମାଡ଼ରେ ଥରହର ପାକିସ୍ତାନ; ଇମ୍ରାନଙ୍କୁ ଜେଲରୁ ବାହାର କରିବାକୁ କରାଗଲା ଆବେଦନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଭାରତର ବି ଏହାର କଡ଼ା ଜବାବ ଦେଉଛି।
    ଭାରତର ଶକ୍ତିଶାଳୀ ଆକ୍ରମଣରେ ଭୟଭୀତ ହୋଇ ଏଣିକି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ବାକହାର କରିବା ପାଇଁ କୋର୍ଟରେ ଆବେଦନ ଦାଖଲ କରାଯାଇଛି। ଆବେଦନ ପତ୍ରରେ ଉଲ୍ଲେଖ ଅଛି କି, ଯେଉଁ ଜେଲରେ ଇମ୍ରାନ ଖାନ ବନ୍ଦୀ ଅଛନ୍ତି। ସେଠାରେ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇପାରେ। ତେଣୁ ସମୟ ଥାଉଥାଉ ଇମ୍ରାନଙ୍କୁ ଜେଲରୁ ବାହାର କରିବା ଜରୁରୀ ହୋଇପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    58 %
    2.1kmh
    0 %
    Fri
    26 °
    Sat
    39 °
    Sun
    41 °
    Mon
    41 °
    Tue
    36 °

    ସମ୍ବନ୍ଧିତ