Saturday, March 14, 2026
28.9 C
Odisha

    ଭୁବନେଶ୍ବରରେ ଘନ କୁହୁଡ଼ି ପ୍ରଭାବ, ଉଡ଼ିପାରୁନି ବିମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବରରେ ଘନ କୁହୁଡ଼ିର ପ୍ରଭାବ । ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ । ରନୱେରେ ଅଟକିଛି ଏକାଧିକ ବିମାନ । ଘନ କୁହୁଡ଼ି ଯୋଗୁଁ ଉଡ଼ିପାରୁନି ବିମାନ । ବିମାନବନ୍ଦରରେ ଯାତ୍ରୀ ହନ୍ତସନ୍ତ । ସକାଳୁ ଉଡ଼ିଛି ମାତ୍ର ଗୋଟିଏ ବିମାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ