Friday, September 25, 2026
24.1 C
Odisha

    ଭୁବନେଶ୍ୱର ରେ ଗଡ଼ିବ ମେଟ୍ରୋ: ୨୦୨୭ ସୁଦ୍ଧା ଶେଷ ହେବ କାର୍ଯ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭୂମିରୁ ୧୩ ମିଟର ଉଚ୍ଚରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ। ରାଜଧାନୀର ରାଜମହଲ, ଜୟଦେବ ବିହାର ଏବଂ ବାରଙ୍ଗରେ ଉଚ୍ଚତା ଅଧିକ ରହିବ। ପ୍ରତି ୧୦ ମିନିଟ୍‌ ବ୍ୟବଧାନରେ ଏହି ଟ୍ରେନ୍‌ ଚାଲିବ। ଏହାକୁ ନେଇ ୩ କୋଚ୍‌ ବିଶିଷ୍ଟ ୧୩ ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା ରହିଛି। ଏବେ ପ୍ରକଳ୍ପ ଲାଗି ମାଟି ପରୀକ୍ଷା କରାଯାଉଛି। ୫୦/୬୦ ଫୁଟ୍‌ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ହେଉଛି। ଏହା ସରିବା ପରେ ଫାଉଣ୍ଡେସନ କାମ ଆରମ୍ଭ ହେବ ବୋଲି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତପକ୍ଷ ବୁଧବାର ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    97 %
    4.9kmh
    100 %
    Fri
    28 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ