Saturday, October 3, 2026
23 C
Odisha

    ମଇଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା : ବେଗୁନିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆଥାନା ସିକୋଫାଣ୍ଡି ଅନ୍ତର୍ଗତ ଗୌଡ଼ପାଟଣା ନିକଟବର୍ତୀ ଖୁଣ୍ଟବନ୍ଧ ମୌଜାର ମହୁଲାକୁଦିଆରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ଏକ ମଇଗଛରେ ପ୍ରେମୀଯୁଗଳ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।
    ବିଲ ହୁଡ଼ାରେ ଥିବା ମଇ ଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଥିବାର ସକାଳେ ଲୋକେ ଦେଖିଥିଲେ। ସେମାନେ ଝୁଲି ରହିଥିଲେ ମଧ୍ୟ ସେମାନଙ୍କ ଗୋଡ଼ ମାଟିରେ ଲାଗୁଥିବା ଦେଖିବାକୁ ମିଳିଛି। ପ୍ରେମୀଯୁଗଳଙ୍କ ପରିଚୟ ଓ ଠିକଣା ସ୍ପଷ୍ଟ ହୋଇନାହିଁ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ