Thursday, April 16, 2026
42.3 C
Odisha

    ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇ ନେଲା ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇ ନେଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହିତ ପରିବହନ ମନ୍ତ୍ରୀଙ୍କ ବାସଗୃହ ଘେରାଉ ପାଇଁ ଉଦ୍ୟମ କରୁଥିଲେ ନବନିର୍ମାଣ ଯୁବଛାତ୍ର ସଂଗଠନ ଓଡ଼ିଶା । ପୂର୍ବ ଜରିମାନକୁ ରଦ୍ଦ କରାଯିବା ସହିତ ପଲ୍ୟୁସନ ନାଁରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବନ୍ଦ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ନବନିର୍ମାଣ ଯୁବ ସଙ୍ଘ । ବଡ ବଡ଼ କଂପାନୀ କୁ ସରକାର ସହାନୁଭୂତି ଦେଖାଉଚି । ଭୋ ରେ ଜବାବ ଦିଆଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନ ଚେତାବନୀ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.3 ° C
    42.3 °
    42.3 °
    12 %
    4.4kmh
    2 %
    Thu
    43 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ