Friday, March 14, 2025
39.7 C
Odisha

    ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

    ଆଗକୁ ପଢନ୍ତୁ

    କଟକ: ମାଣିକଘୋଶ ବଜ଼ାରରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଯୁବକ। ଯୁବତୀ ଜଣକ ରାସ୍ତାରେ ଛିଡା ହୋଇଥିବାବେଳେ ଜଣେ ଯୁବକ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହଠାତ ଆକ୍ରମଣ କରି ଦୌଡ଼ି ଚାଲିଗଲେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏସସିବି ପଠାଯାଇଛି। ଯୁବତୀଙ୍କ ମୁଣ୍ଡ ଓ ଡାହାଣ ହାତରେ ଗଭୀତ ଆଘାତ ଲାଗିଛି।ଖବରପାଇ ପୁତିଘାଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବକଜଣକ କାହିଁକି ଏମିତି କରିଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.7 ° C
    39.7 °
    39.7 °
    9 %
    4.4kmh
    2 %
    Fri
    40 °
    Sat
    40 °
    Sun
    42 °
    Mon
    41 °
    Tue
    41 °

    ସମ୍ବନ୍ଧିତ