Wednesday, July 1, 2026
26.1 C
Odisha

    ପିପିଲିରେ ମାତିଛି ପାଗଳା ଷଣ୍ଢ, ଜଣଙ୍କ ମୃତ୍ୟୁ ୩ ଗୁରୁତର

    ଆଗକୁ ପଢନ୍ତୁ

    ପିପିଲି : ପିପିଲି ଚନ୍ଦ୍ରାଦେଇପୁରରେ ଷଣ୍ଢ ଆତଙ୍କ । ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ ଷଣ୍ଢକୁ ଧରିବା ପାଇଁ ପ୍ରୟାସ ଜାରି କରିଛନ୍ତି । ଷଣ୍ଢ ଲୋକଙ୍କୁ ଦେଖିବା ମାତ୍ରକେ ଆକ୍ରମଣ କରିବା ସହ ଗୋଡ଼ାଇବା ଆରମ୍ଭ କରିଛି ।ବର୍ତ୍ତମାନ ସୁଦ୍ଧା ଷଣ୍ଢ ଆକ୍ରମଣରେ ଜଣେ ପ୍ରାଣ ହରାଇଥିବାବେଳେ ଆଉ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ପାଗଳା ଷଣ୍ଢକୁ କାବୁ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଷଣ୍ଢକୁ କାବୁ କରିବା ପରେ ତାକୁ ଚିକିତ୍ସା ପାଇଁ ପ୍ରାଣୀ ଡାକ୍ତରଖାନା ନିଆଯିବ । ତେବେ ଷଣ୍ଢର କାରନାମା ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଘରୁ ବାହାରିବାକୁ ଡରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    85 %
    1.4kmh
    99 %
    Wed
    26 °
    Thu
    31 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ