Thursday, April 16, 2026
42.9 C
Odisha

    ସମୁଦ୍ର କୂଳରେ ଭାସି ଆସି ଲାଗିଲା ୨ କଣ୍ଟେନର, ସ୍ଥାନୀୟଲୋକେ ବୋହି ନେଇଗଲେ ବିଭିନ୍ନ ସାମଗ୍ରୀ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଦୁଇଟି ବଡ଼ କଣ୍ଟେନର ସମୁଦ୍ରରେ ଭାସି ଆସି ଲାଗିଛି । କଣ୍ଟେନର ଭିତରେ ବିଭିନ୍ନ ସାମଗ୍ରୀ ଯଥା- ସୋରିଷ ତେଲ, ବିସ୍କୁଟ, କୁରୁକୁରେ, ପ୍ୟାଣ୍ଟ ସାର୍ଟ କପଡ଼ା ଇତ୍ୟାଦି ସାମଗ୍ରୀ ଭର୍ତ୍ତି ହୋଇଥିବା ଜଣାପଡିଛ। ସ୍ଥାନୀୟ ଲୋକମାନେ ଖବର ପାଇ ସେଗୁଡିକ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି । କଣ୍ଟେନରଟି କେଉଁଠି ଓ କିପରି ଆସିଲା ତାହା ଜଣା ପଡିନାହିଁ । ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ନାହିଁ। ପ୍ରଶାସନ ପହଞ୍ଚିଲା ପରେ ଏ କଣ୍ଟେନରଟି କେଉଁ କମ୍ପାନୀର। କେଉଁଠାକୁ ଯାଉଥିଲା ଏବଂ ଏଠି କେମିତି ଲାଗିଲା ତାହା ଜଣାପଡିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    9 %
    3.5kmh
    3 %
    Thu
    41 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ