Friday, October 2, 2026
25.2 C
Odisha

    ୨୦୨୫ରେ କେବେ ପଡିବ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ

    ଆଗକୁ ପଢନ୍ତୁ

    ୨୦୨୫ରେ ୪ଟି ଚନ୍ଦ୍ରଗ୍ରହଣ ହେବ, ସେଥିମଧ୍ୟରୁ ୨ଟି ସୂର୍ଯ୍ୟଗ୍ରହଣ ଓ ୨ଟି ଚନ୍ଦ୍ରଗ୍ରହଣ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ ଚନ୍ଦ୍ରଗ୍ରହଣ, ଯାହା ଖୁବଶୀଘ୍ର ହେବାକୁ ଯାଉଛି ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟପରାଗ ମାର୍ଚ୍ଚ ୨୯, ଶନିବାର ହେବ। ଚୈତ୍ର ଶୁକ୍ଳ ପକ୍ଷର ଅମାବାସ୍ୟାରେ ଏହି ସୂର୍ଯ୍ୟପରାଗ ଘଟୁଛି । ଅପରାହ୍ନରେ ହେବାକୁ ଥିବାରୁ ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନାହିଁ।ଏହା ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲାଣ୍ଡ, ଉତ୍ତର ଆଟଲାଣ୍ଟିକ ମହାସାଗର, ସମଗ୍ର ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷିଆରେ ଦୃଶ୍ୟମାନ ହେବ ।

    ସେପ୍ଟେମ୍ବର ୨୧ ତାରିଖ ରବିବାର ଦିନ ୨୦୨୫ ବର୍ଷର ଦ୍ୱିତୀୟ ତଥା ଅନ୍ତିମ ସୂର୍ଯ୍ୟପରାଗ ହେବ। ଏହି ଦିନଟି ଅଶ୍ୱିନ ମାସର ଅନ୍ଧାର ପକ୍ଷର ୨୦୨୫ ମସିହାର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪, ଶୁକ୍ରବାର, ଫାଲଗୁନା ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ହେବ। ମାର୍ଚ୍ଚ ୧୪ତାରିଖରେ ହୋଲିକା ଦହନ ମଧ୍ୟ ଅନୁଷ୍ଠିତ ହେବ।ଏହି ଚନ୍ଦ୍ରଗ୍ରହଣ ପୂର୍ବାହ୍ନ ୧୦ଟା ୩୯ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୧୮ରେ ଶେଷ ହେବ। ଯେହେତୁ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦିନରେ ହେବ, ତେଣୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ଏବଂ ଏହାର ସୁତକ ଅବଧି ବୈଧ ବୋଲି ବିବେଚନା କରାଯିବ ନାହିଁ।

    ଭାଦ୍ରବ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ସେପ୍ଟେମ୍ବର ୭, ୨୦୨୫, ରବିବାର ଦିନ ୨୦୨୫ ବର୍ଷର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ରାତି ୯ଟା ୫୭ମିନିଟରୁ ଆରମ୍ଭ ହୋଇ ରାତି ୧୨ଟା ୨୩ ପର୍ଯ୍ୟନ୍ତ ଚାଲିବ।ବର୍ଷର ଏହା ଏକମାତ୍ର ଚନ୍ଦ୍ରଗ୍ରହଣ ଯାହା ଭାରତରେ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଚନ୍ଦ୍ରଗ୍ରହଣର ସୁତକ ଅବଧି ଆରମ୍ଭ ହୋଇଥାଏ। ତେଣୁ ବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣର ସୁତକ ଅବଧି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇ ଗ୍ରହଣ ଶେଷ ହେବା ପରେ ଶେଷ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ