Tuesday, June 17, 2025
26.4 C
Odisha

    ୨୯ OAS ଅଧିକାରୀଙ୍କ ବଦଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୨୯ ଜଣ ବରିଷ୍ଠ OAS ଅଧିକାରୀଙ୍କ ବଦଳି କଲେ ସରକାର । ସୁକାନ୍ତ କୁମାର ବେହେରା ହେଲେ କଟକ RDC (CD) ସଚିବ। ଲିପ୍ ସା ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ବୀରସେନ ପ୍ରଧାନ ହେଲେ ବ୍ରହ୍ମପୁର RDC (SD) ସଚିବ। ଆଶୁତୋଷ ସାମଲଙ୍କୁ କଟକ ଭୂଲେଖ ଓ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତ ଦାୟିତ୍ବ ଦିଆଯାଇଛି। ଦେବାଶିଷ ପଟ୍ଟନାୟକ ହେଲେ କଟକ RDC (CD) ଅତିରିକ୍ତ ସଚିବ। ଶାନ୍ତନୁ କୁମାର ମହାନ୍ତି ହେଲେ OSBCLର ଜେନେରାଲ ମ୍ୟାନେଜର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    82 %
    2.3kmh
    100 %
    Tue
    26 °
    Wed
    26 °
    Thu
    30 °
    Fri
    33 °
    Sat
    34 °

    ସମ୍ବନ୍ଧିତ