Saturday, June 20, 2026
37 C
Odisha

    ଶାକାହାରୀ ବ୍ୟକ୍ତିମାନେ ଅଣ୍ଡା ବଦଳରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ମିଳିବ ଉପଯୁକ୍ତ ପ୍ରୋଟିନ୍

    ଆଗକୁ ପଢନ୍ତୁ

    ପ୍ରୋଟିନଯୁକ୍ତ ଖାଦ୍ୟ ଆମ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯାହା ମାଂସପେଶୀକୁ ଗଠନ କରିବାରେ ସାହାଯ୍ୟ କରିଥାଏ । ସେତିକି ନୁହେଁ ପୋଷକଯୁକ୍ତ ଖାଦ୍ୟ ଆମକୁ ଏନର୍ଜି ଦେଇଥାଏ । ପ୍ରୋଟିନ୍ ପାଇଁ ଆମେ ସାଧାରଣତଃ ଅଣ୍ଡା ଖାଇଥାଉ । କିନ୍ତୁ କିଛି ଶାକାହାରୀ ଲୋକ ପ୍ରୋଟିନ୍ ପାଇଁ ଅଣ୍ଡା ବଦଳରେ କିଛି ଖାଦ୍ୟ ଖାଇପାରିବେ । ଯାହାକୁ ଖାଇବା ଦ୍ବାରା ଉପଯୁକ୍ତ ପରିମାଣର ପ୍ରୋଟିନ୍ ସେଥିରୁ ମିଳିପାରିବ । ତେଣୁ ଆସନ୍ତୁ ଜାଣିବା ପ୍ରୋଟିନ୍ ପାଇଁ ଅଣ୍ଡା ପରିବର୍ତ୍ତେ କେଉଁ ସବୁ ଖାଦ୍ୟ ଖିଆଯାଇପାରିବ । ତେଣୁ ଶାକାହାରୀ ଲୋକମାନେ ଏହି ପ୍ରୋଟିନଯୁକ୍ତ ଖାଦ୍ୟ ନିଜ ଡାଏଟ ଲିଷ୍ଟରେ ସାମିଲ କରିବା ଉଚିତ୍ ।

    ଅଣ୍ଡାକୁ ପ୍ରୋଟିନର ଭଣ୍ଡାର ବୋଲି କୁହାଯାଏ । ୧ ଅଣ୍ଡା ଆମ ଶରୀରକୁ ପ୍ରାୟ ୬ ଗ୍ରାମ ପ୍ରୋଟିନ ଦେଇଥାଏ । ତେଣୁ ଅଧିକାଂଶ ସମୟରେ ନିରାମିଷ ଖାଦ୍ୟକୁ ପ୍ରୋଟିନର ଉତ୍ସ ବୋଲି ଅଣଦେଖା କରାଯାଏ । କିନ୍ତୁ ଏମିତି କିଛି ସବୁଜ ପନିପରିବା ରହିଛି ଯାହା ଅଣ୍ଡା ଅପେକ୍ଷା ଆମକୁ ଅଧିକ ପ୍ରୋଟିନ୍ ଯୋଗାଇଥାଏ । ଅନେକ ସମୟରେ ନିରାମିଷ ଲୋକମାନେ ମଧ୍ୟ ଏହାକୁ ନେଇ ଚିନ୍ତାରେ ଥାଆନ୍ତି । ଆଜି ଆମେ ଆପଣଙ୍କୁ ଏକ ସେହି କିଛି ପନିପରିବା ସମ୍ପର୍କରେ ଜଣାଇବୁ ।

    ଆମେ ଆଜି ଯେଉଁ ପନିପରିବା ସମ୍ପର୍କରେ କହିବାକୁ ଯାଉଛୁ ସେହି ପନିପରିବା ମାକ୍ରୋନ୍ୟୁଟ୍ରିଏଣ୍ଟରେ ଭରପୂର । ଆପଣ ଦୈନନ୍ଦିନ ଡାଏଟରେ ଏହାକୁ ସାମିଲ କରିବା ଦ୍ବାରା ଆପଣଙ୍କର ପ୍ରୋଟିନରେ ଉନ୍ନତି ଆଣିବ । ଯାହା ଆପଣଙ୍କ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଦୂର କରିବ । ଆସନ୍ତୁ ସେହି ୫ଟି ସବୁଜ ପନିପରିବା ସମ୍ପର୍କରେ ଜାଣିବା ।

    ପାଳଙ୍ଗ :

    ପାଳଙ୍ଗ ହେଉଛି ନ୍ୟୁଟ୍ରିଏନ୍ସର ପାୱାରହାଉସ ବୋଲି କୁହାଯାଏ । ଯାହାର ଉପକାରିତା ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଜଣା । ଗୋଟିଏ କପ୍ ରନ୍ଧା ପାଳଙ୍ଗରେ ପ୍ରାୟ ୫.୪ ଗ୍ରାମ୍ ପ୍ରୋଟିନ୍ ଥାଏ । ରନ୍ଧା ପାଳଙ୍ଗରେ ପ୍ରୋଟିନ୍ କମ୍ ମିଳିଥାଏ । ତେଣୁ ଆପଣ ଏହାକୁ ଆପଣଙ୍କ ଖାଇବା ଲିଷ୍ଟରେ ସାମିଲ କରିପାରିବେ ।

    ଡ୍ରମଷ୍ଟକ୍ :

    ଡ୍ରମଷ୍ଟିକକୁ ସଜନା ଛୁଇଁ ଭାବେ ବେଶ୍ ଜଣାଶୁଣା । ସଜନା ଛୁଇଁ ଯେତିକି ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ସେହିପରି ଏହାର ପତ୍ର ମଧ୍ୟ ଫଳପ୍ରଦ ହୋଇଥାଏ । ଏହାର ପତ୍ରରେ ପ୍ରାୟ ୨ ଗ୍ରାମର ପ୍ରୋଟିନ୍ ଥାଏ । ଯାହାକୁ ସର୍ବୋତ୍ତମ ପ୍ରୋଟିନର ଉତ୍ସ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ।

    ବ୍ରୋକୋଲି :

    ବ୍ରୋକୋଲିରେ ଫାଇବର ଏବଂ ଭିଟାମିନ୍ ପ୍ରଚୁର ପରିମାଣର ଥାଏ । ୧୦୦ ଗ୍ରାମ ବ୍ରୋକୋଲିରେ ପ୍ରାୟ ୨.୮ ଗ୍ରାମ ପ୍ରୋଟିନ ଥାଏ । ଏଥିସହ ରନ୍ଧା ବ୍ରୋକୋଲିରେ ପ୍ରାୟ ୫.୭ ଗ୍ରାମ ପ୍ରୋଟିନ ଥାଏ । ଯାହାକୁ ଅଣ୍ଡା ସହିତ ସମାନ ବୋଲି ବିବେଚନା କରାଯାଏ । ଏତିକି ନୁହେଁ ବ୍ରୋକୋଲିରେ ଆଣ୍ଟିଅକ୍ସିଡାଣ୍ଟ, ଫୋଲେଟ୍ ଏବଂ ପୋଟାସିୟମରେ ମଧ୍ୟ ଭରପୁର ।

    ଚିଆସିଡ୍ସ :

    ବର୍ତ୍ତମାନ ସମୟରେ ଚିଆସିଡ୍ଦ ଟ୍ରେଣ୍ଡି ସୁପରଫୁଡ ପାଲଟିଛି । ଚିଆସିଡ୍ସରେ ଓମେଗା ୩ ଫ୍ୟାଟି ଏସିଡ୍ ଗୁଣରେ ଭରପୁର । ଏଥି ସହିତ ଏଥିରୁ ଫାଇବର, କ୍ୟାଲସିୟମ୍ ଏବଂ ଆଣ୍ଟି ଅକ୍ସଡାଣ୍ଟ ଭଳି ଗୁଣ ମିଳୁଥିବାରୁ ଏହାକୁ ଅଣ୍ଡା ସହିତ ସମାନ ବୋଲି କୁହାଯାଏ ।

    ଛତୁ :

    ଧଳା ବଟମ୍ ଛତୁରେ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । କଞ୍ଚା ଛତୁରେ ପ୍ରତି ୧୦୦ ଗ୍ରାମରେ ୩.୧ ଗ୍ରାମରପ୍ରୋଟିନ ଥାଏ । କିନ୍ତୁ ରନ୍ଧା ଛତୁରେ ପ୍ରାୟ ୫.୭ ଗ୍ରାମର ପ୍ରୋଟିନ୍ ମିଳିଥାଏ ।

    ମଟର :
    Homeଲାଇଫ୍ ଷ୍ଟାଇଲ୍
    ଶାକାହାରୀ ବ୍ୟକ୍ତିମାନେ ଅଣ୍ଡା ବଦଳରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ମିଳିବ ଉପଯୁକ୍ତ ପ୍ରୋଟିନ୍
    By Maitreyee Acharya On May 30, 2026
    egg

    ମଟର ମଧ୍ୟ ପ୍ରୋଟିନ ସର୍ବୋତ୍ତମ ଉତ୍ସ ବୋଲି ପ୍ରମାଣିତ ହୋଇଆସୁଛି । ଯେଉଁଥିରେ ଅଣ୍ଡା ଅପେକ୍ଷା ଯଥେଷ୍ଟ ପରିମାଣର ପ୍ରୋଟିନ୍ ଏଥିରୁ ମିଳିଥାଏ ।

    ସୋୟାବିନ୍ ଓ ଟୋଫୁ :

    ସୋୟାବିନ୍ ଏବଂ ଟୋଫୁ ପ୍ରୋଟିନର ଏକ ଭଲ ଉତ୍ସ । ଏଥିରେ ପ୍ରୋଟିନ୍ ବ୍ୟତୀତ ଜିଙ୍କ୍, କ୍ୟାଲସିୟମ୍, ଅନ୍ୟାନ୍ୟ ପୋଷକ ତତ୍ତ୍ବଭରପୁର ମାତ୍ରାରେ ରହିଛି । ଯାହାକୁ ଖାଇବା ଦ୍ବାରା ଅଣ୍ଡା ଭଳି ଉଚିତ୍ ପରିମାଣର ପ୍ରୋଟିନ୍ ଏଥିରୁ ମିଳିପାରିବ ।

    ତେଣୁ ଅଣ୍ଡା ପରିବର୍ତ୍ତେ ଏହି ସବୁ ସବୁଜ ପନିପରିବା ଆପଣଙ୍କ ଡାଏଟ୍ ପ୍ଲାନରେ ସାମିଲ କରିବା ଦ୍ବାରା ଆପଣଙ୍କୁ ଆବଶ୍ୟକୀୟ ପ୍ରୋଟିନ ମିଳିବ । ଯାହା ଆପଣଙ୍କ ସୁସ୍ଥ ଶରୀର ପାଇଁ ଖୁବ୍ ପ୍ରଭାବଶାଳୀ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    35 %
    2.8kmh
    80 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ