Thursday, October 1, 2026
23.8 C
Odisha

    ଅଗଷ୍ଟ ୧୭ରେ ହେବ ଓଟିଇଟି ପରୀକ୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଘୁଞ୍ଚିଲା ଓଟିଇଟି ତାରିଖ । ଅଗଷ୍ଟ ୧୭ ତାରିଖରେ ଅନୁଷ୍ଠିତ ହେବ ଓଟିଇଟି ପରୀକ୍ଷା । ଏନେଇ ପୂର୍ବରୁ ଅଗଷ୍ଟ ୯ ତାରିଖରେ ପରୀକ୍ଷା କରାଯିବା ନେଇ ତାରିଖ ଧାର୍ୟ୍ୟ ହୋଇଥିଲା ବେଳେ ବର୍ତ୍ତମାନ ତାହାକୁ ପରିବର୍ତ୍ତନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ସମ୍ବଦ୍ଧରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ