Sunday, April 12, 2026
39.2 C
Odisha

    ଅଗ୍ନିକାଣ୍ଡରେ ଜଳିଗଲା ଘର, ଫାଟିଲା ଗ୍ୟାସ୍‌ ସିଲିଣ୍ଡର୍

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଲଙ୍ଗ ଗ୍ରାମରେ ଅଗ୍ନିକାଣ୍ଡରେ ଦିଲ୍ଲୀପ ବିଶ୍ଵାଳଙ୍କ ଦୁଇ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ବିଳମ୍ବିତ ରାତି ସମୟରେ ସର୍ଟ ସର୍କିଟ ଯୋଗୁଁ ହଠାତ୍ ନିଆଁ ଲାଗିଥିଲା ଓ ଏହା ସଙ୍ଗେ ସଙ୍ଗେ ବଡ ଆକାର ଧାରଣ କରିଥିଲା । ଦିଲ୍ଲୀପଙ୍କ ଦୁଇ ବଖରା ଘର , ସୁନା ,ନଗଦ ଟଙ୍କା ୫ରୁ ଅଧିକ ଛେଳି ଓ ମୁଗ ,ଧାନ, ବିରି ଫସଲ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିବା ପରେ ରାତି ୧ଟା ରେ ପହଞ୍ଚିଥିଲା । ଅଗ୍ନିକାଣ୍ଡରେ ୨ ଟି ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେବାରୁ ଭୟରେ ରାତି ତମାମ ଗାଁ ଲୋକ ଉଜାଗର ରହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    8 %
    4kmh
    0 %
    Sun
    38 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ