Sunday, September 20, 2026
24.1 C
Odisha

    ଦୋକାନ ଭିତରକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ପାନ ଦୋକାନୀ

    ଆଗକୁ ପଢନ୍ତୁ

    ସାଲେପୁର : ପାନ ଦୋକାନ ଭିତରକୁ ମାଡିଗଲା ଟ୍ରାକ୍ଟର । ଅଳ୍ପକେ ବର୍ତ୍ତିଲେ ପାନ ଦୋକାନୀ । କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ବଜାରରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଜପକୁଦ ବଜାରରେ ସୁଶୀଲ ଚନ୍ଦ୍ର ମିଶ୍ରଙ୍କ ପାନ ଦୋକାନକୁ ହଠାତ୍ ଏକ ଟ୍ରାକ୍ଟର ମାଡି ଯାଇଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ସୁଶୀଲ ଓ ଅନ୍ୟମାନେ ।

    ଡ୍ରାଇଭରର ବେପରୁଆ ଟ୍ରାକ୍ଟର ଚାଳନା ହେତୁ ଟ୍ରାକ୍ଟରଟି ପାନ ଦୋକାନ ଭିତରକୁ ମାଡି ଯାଇଥିବାର ସୂଚନା ମିଳିଛି । ସାଲେପୁର ଥାନା ଜପକୁଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତକରିବା ସହ ଡ୍ରାଇଭରକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରୁଥିବାର ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    1.7kmh
    93 %
    Sat
    24 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ